Top 10 Odia Sad Shayari Photo | Best Odia Dukha Shayari

Odia Sad Shayari Photo Download :-Hello friends. Welcome to Odiasayari. If you are searching in GoogleOdia sad shayari“, “dhoka shayari odia”, “Odia dukha shayari”, “Odia dard shayari“, then believe me you are browsing the right Post… Let’s Look at those Odia Sad Images written below and Don’t forget to share with your friends on Whatsapp and Facebook.

Odia Sad Shayari Photo

odia sad shayari photo
Odia Sad Sayari Photo

1.ମୃତ୍ୟୁ ନାମରେ ଶାନ୍ତି #ମିଳିବାକୁ ଲାଗିଲା
ଜୀବନ କିଛି କମ୍? କଷ୍ଟ ଦେଇନି ମତେ?|

2.ଆଇନା ଦୁର୍ବଳ ହୋଇଥାଏ ସତ
କିନ୍ତୁ ସତ ?କହିବାର ସାହସ# ରଖିଥାଏ?|

3.ତୁମକୁ ସମ୍ମାନ ଦେଉଥିବା ମଣିଷ
ଆଉ ତୁମକୁ ହୃଦୟରେ? ରଖୁଥିବା ମଣିଷର ହୃଦୟକୁ
କେବେ କଷ୍ଟ ଦିଅନାହିଁ?|

Odia Dukha Shayari

Odia Sad Shayari Photo
Odia Dukha Shayari

1.ଜୀବନର ପ୍ରେମ ❤କଣ ତାକୁ ପଚାର
ଯିଏ ପ୍ରେମରେ ଧୋକା? ଖାଇବା ପରେ ବି
ତା ପ୍ରେମିକାର ବାଟକୁ ଚାହିଁ ରହିଥାଏ?|

2.ଗୋଟିଏ #ଛୋଟ Sorry କହିଦେଲେ
କଣ ଭାଙ୍ଗିଯାଇଥିବା ହୃଦୟ ?ଯୋଡି ହୋଇଯିବ?|

3.ଦିନେ ଭଗବାନଙ୍କୁ #ତତେ ପାଇବା କୁ ମାଗୁଥିଲି
ଆଜି ସେହି ଭଗବାନଙ୍କୁ ?ତତେ ଭୁଲିବା କୁ ଶକ୍ତି ମାଗୁଛି?|

Odia Dhoka Shayari

new odia sad shayari photo
odia sad shayari photo download

1.ଦୁଃଖ? ଲାଗୁନି ତୁ ବଦଳି ଗଲୁ ନା ଇର୍ଷା ହଉଚି ତୁ ଖୁସିରେ ଅଛୁ
ଦୁଃଖ ତ ଏଥିପାଇଁ ଲାଗୁଛି #ଜୀବନରେ ଗୋଟେ ନିଷ୍ପତି ନେଇଥିଲି
ସେ ପୁଣି ଗୋଟେ ଭୁଲ୍ ମଣିଷ ପାଇଁ?|

2.ସେ ମଣିଷ ବହୁତ ମଜବୁତ ହୋଇଥାଏ
ଯିଏ ନିଜର ଲୋକଙ୍କୁ ?ନିଜ ଆଖିଆଗରେ# ବଦଳିବାର ଦେଖିଥାଏ?|

3.ଯଦି ମୁଁ ମୋ ଜୀବନରୁ କିଛି ଲୋକ ଏବଂ ତାଙ୍କ ସହିତ ଯୋଡି ହୋଇଥିବା feelings କୁ
delete କରିପାରନ୍ତି# ହୁଏତ ମୋ ଆଖିରୁ ଲୁହ ?ଝରିବା ବନ୍ଦ ହୋଇଯାନ୍ତା |

Also Read

If You still Find Some More Odia Shayari and Odia Quotes then Visit our Site For the Best Odia Shayari images for free.

Share on:

Leave a Comment

close