Odia Shayari Photo Download

Odia Shayari Photo Download:-Hello friends. Welcome to Odiasayari. If you are searching in GoogleOdia good morning image“, “Good morning quotes odia”, “Good morning shayari odia”, “Good morning photo odia“,then believe me you are browsing the right Post… Let’s Look at those Odia Good Morning Images/Photos written below and Don’t forgot to Share with your friends in Whatsapp and Facebook.

Odia Shayari Photo Download

Odia Shayari Photo Download
Odia Shayari Photo Download

1.ସେ ସ୍ୱପ୍ନ ଦେଖ ନାହିଁ# ଯାହା ଭାଙ୍ଗିଯିବ ସେ ହାତ ଧର ନାହିଁ
ଯାହା ଛାଡ଼ିଯିବ କାହାକୁ ?‍♀️ଏତେ ନିକଟକୁ ଆସିବାକୁ ଦିଅନାହିଁ
କି ସେ ଛାଡ଼ି ଚାଲି ଗଲେ ତୁମ ଭାଙ୍ଗିଯିବ?|

2.ତୁ ଗଲାପରେ ଆଉ କାହା?‍♀️ କଥା ଭାବିବାକୁ ଈଛା ନାହିଁ
ତୋ ଛଡା ଏ ଆଖି ଆଉ କାହାକୁ ଖୋଜି ନାହିଁ
ଶୟନେ# ସ୍ୱପ୍ନେ ଜାଗରଣେ କେବଳ ତୁ
ଏ ମନ ମନ୍ଦିରରେ କାହାକୁ ମୁଁ କେବେ ରାଖିନି?|

3.ସମ୍ପର୍କ ରେ ତ କଳହ ନୀତି ଦିନର କଥା
କିନ୍ତୁ ଯିଏ ଭୁଲ୍ ନ କରି ମଧ୍ୟ ?‍♀️ସମ୍ପର୍କ କୁ ସଜାଡ଼ିବା ପାଇଁ ନଇଁ ଯାଏ
ସେହି ହିଁ ପ୍ରକୃତ ବିଜେତା ହୋଇଥାଏ?|

Odia Shayari Photo Download

1.ଭଲପାଇବାକୁ?‍♀️❤ପଡିବା ଲେଖିବା ବହୁତ ସହଜ
ହେଲେ ନିଭେଇବା ବହୁତ କଷ୍ଟ?|

2.କାହାକୁ ?‍♀️ଖୁସି ଦିଆଯାଇ ପରେ
କିନ୍ତୁ କାହାର ଦୁଃଖକୁ ନିଆଯାଇ ପାରେନା
ସେଥିପାଇଁ କେବେ କାହାର ଭାବନାକୁ ଆଘାତ ଦିଅନାହିଁ?|

3.ସମ୍ପର୍କ କୌଣସି ?‍♀️ପ୍ରକାର ହେଉନା କାହିଁକି
ଯେବେ ସମ୍ପର୍କରୁ ଆନ୍ତରିକତା ଚାଲିଯାଏ
ସେ ସମ୍ପର୍କରେ ପ୍ରତିଟି ନିଶ୍ୱାସ ନର୍କ ଯନ୍ତ୍ରଣା ଠାରୁ ମଧ୍ୟ କଷ୍ଟକର ହୋଇଥାଏ?|

Odia Shayari Photo Download

1.ତୁମେ କନ୍ଦେଇ କନ୍ଦେଇ ଥକି ଯିବ
କିନ୍ତୁ ମୁଁ କାନ୍ଦି କାନ୍ଦି? ଥକିବିନି
ଲୁହ ରେ କେବଳ #ପାଣିନଥାଏ ତୁମର ଭାବନା ମଧ୍ୟ ଥାଏ
ଆଉ ମୁଁ ତୁମକୁ ଭାବିବା ବନ୍ଦ କରିପାରିବି ନାହିଁ?|

2.ଜୀବନରେ# ସଫଳତା ପାଇବାକୁ
ହେଲେ ପ୍ରଥମେ ?ନିଜେ ନିଜସହ ଲଢ଼ିବାକୁ ପଡିଥାଏ
ଓ ନିଜ ଉପରେ ବିଶ୍ୱାସ କରିବା ଜରୁରୀ ହୋଇଥାଏ?|

3.ତୁମର ଗୋଟିଏ ଭୁଲ୍ ହେଲେ
ଲୋକମାନେ ତୁମେ କରିଥିବା? ସବୁ ଭଲ କାମକୁ ଭୁଲିଯିବେ?|

Also Read

  1. Odia Shayari Photo
  2. Odia Love Shayari Photo With Sad Shayari
  3. Odia Love Shayari Photo
  4. Odia shayari Photo-Samaya Kete b Badali Jau
  5. Odia Shayari Love Story Photo Download
  6. Odia shayari Photo-Kahin Kete Barsa Bitigalani
  7. Odia Heart Touching Love Shayari Image
  8. Odia shayari Photo-Nijara Jatna Nia
  9. Odia shayari Photo-Mo Banchiba Pain
  10. Odia shayari Photo-Mu Mo Jibanaku

If You still Find Some More Odia Shayari and Odia Quotes then Visit our SIte For More Odia Shayari images.

Share on:

Leave a Comment

close