Top 15 Odia Shayari Photo | Best Odia Shayari Images [2021]

Odia Shayari Photo:-Hello friends. Welcome to Odiasayari.com. If you are searching in GoogleLove Shayari Odia“, “Odia Quotes Photo” then believe me you are browsing the right Post… Let’s Look at those Shayaries written below and Download these Shayaries.

Shayari Odia 2021

Odia Shayari Photo
Odia Sayari Photo

1.ଯେତେବେଳେ ସ୍ୱପ୍ନ? ଠାରୁ ସତଟା ଅଧିକ ସୁନ୍ଦର ଲାଗେ?
ସେହି ସମୟରେ ସଜାଗ ରହିବା ଆବଶ୍ୟକ ଯେମିତି କାହାର ନଜର ନଲାଗୁ ?‍?|

2.ମୋର ହକ୍ ତ ନାହିଁ
ତଥାପି# ତୁମକୁ କହୁଛି
ମୋ ଜୀବନ# ନେଇ ନିଅ ହେଲେ କେବେ ଚୁପ୍ ରୁହନି? |

3.ମୁଁ ନିଜର Care #କରିବା ଛାଡିଦେଇଛି
ଯେବେଠାରୁ ମୋ Care କରିବା ତୁ କରିଛୁ ?‍❤️‍? |

Odia Shayari Image

Odia Shayari
Odia Sayari Image

1.ତୁମେ ତୁମର ପ୍ରତିଛବିର ?‍♂️ଧ୍ୟାନ ରଖ
କାରଣ ଏହା ତୁମର #ଆୟୁଷ ଠାରୁ ଆଦିକା ଆୟୁଷ ବାନ ହୋଇଥାଏ |

2.ସଚ୍ଚା ଭଲପାଇବା ?ତ ସିଏ
ଯାହାକୁ ପାଇବାର #ଆଶା ନଥିବ ତଥାପି ଅପେକ୍ଷା ଥିବ ?|

3.Relationship ?ରେ ତୁମେ କେତେ ସମୟ ?ଦେଉଛ ତାହା ଜରୁରୀ ନୁହଁ ,
ଜରୁରୀ ଯାହାକି ତୁମେ ସେ ଲୋକକୁ କେତେ ପରିମାଣରେ ବୁଝିପାରୁଛ? |

Odia Shayari Photo Love Story

odia shayari photo love story
Odia Photo Love Story

1.ବାସ୍ ମୁଁ ତୁମଠାରୁ?‍♂️ ଏତିକି ଚାଁହୁଛି
ସମୟ ସମୟ ଯେମିତି ବି ହେଉନା କାହିଁକି
ତୁମେ ମୋ ସାଥିରେ ରହିବ? |

2.ନିଦ ଆସେ ସପ୍ନ ଆସେ# ,ମାନେ ସବୁ ରହେନା ,
ଯେବେ ଦେଖେ #ତୁମକୁ ତାକୁ ଭୁଲି ପାରେନା ?|

3.ସରମୀ ଚାହିଁଲୁ ?ନରମି କହିଲୁ ମହୁଆ ଓଠରେ
ଗଲି ମୁଁ ଲାଖି ପ୍ରେମରେ ଭିଜି ଗଲି ମୁଁ ହଜି ସ୍ୱପ୍ନେ ତୋ ରୁପ ଚମକ ଦେଖି |

Odia Shayari Sad Photo

Odia Shayari Photo Sad
Odia Photo Sad

1.ଦିନ ଥିଲା ତତେ #ପାଇବା ମୋ ସ୍ୱପ୍ନ ଥିଲା
କିନ୍ତୁ ଏବେ ତତେ ଭୁଲିବ ମୋ ଜିଦ୍ଦି ହେଇଯାଇଛି
ହେଲେ ନା ମୋ ଜିଦ୍ଦି ପୂରଣ ହେଲା ନା ସ୍ୱପ୍ନ? |

2.ଅପଲକ ନେତ୍ର ?ଚାହିଁ ରହିଥାଏ# ପ୍ରୀତି ଆଖି ତାର ମିଳେ
ସପ୍ନ ରାତିରେ ଅନିଦ୍ରା ସାଜିଛି ସତେକି ପ୍ରେମ ପାଗଳ ସାଜିଛି?|

3.ତୁମ କଥା ବେଶୀ #ମନେପଡେ ବୋଲି ଗାଉଥାଇ ନୀତି ଗୀତ ଜାଣି ପରେ ନାହିଁ
କେବେ ଆଉ ପୁଣି ଝୁଇଯାଏ# ନିଜ ହାତ? |

Odia Shayari HD Photo

Odia Shayari Photo hd
Odia Photo HD

1.ଯେଉଁମାନେ ମୂର୍ଖ #ସେମାନେ ଇତିହାସ ରଚନ୍ତି
ବୁଦ୍ଧିମାନ ଲୋକମାନେ ?କେବଳ ସେମାନଙ୍କ ବିଷୟରେ ପଢ଼ିଥାନ୍ତି? |

2.ଗୋଟିଏ ମୁହୂର୍ତ୍ତ# ରେ ତ ଜୀବନ ବଦଳି ନଥାଏ
କିନ୍ତୁ ଗୋଟିଏ ମୁହୂର୍ତ୍ତ ରେ ନିଆ ଯାଇଥିବା ନିଷ୍ପତି ପୁରା ଜୀବନ ବଦଳେଇ ଦିଏ ?|

3.ସ୍ନେହ ଓ ଭଲପାଇବାରେ? ଏମିତି ଶକ୍ତି ଥାଏ
ଯାହା ଗୋଟେ #ଖରାପ ମଣିଷ କୁ ବି ଭଲ ବାଟକୁ ନେଇଆସେ |

Also Read

If You still Find Some More Odia Shayari and Odia Quotes then Visit our SIte For More Odia Shayari images.

Share on:

Leave a Comment

close