Top 15 Odia Shayari image | Best Odia Shayari Photo

Odia Shayari image:-Hello friends. Welcome to Odiasayari. If you are searching in Google “Odia Shayari image”, “Odia love Sayari image”, “Odia good morning Shayari”, “Odia sad Sayari image”, then believe me you are browsing the right Post… Let’s Look at those Odia Shayari Photo written below and Don’t forget to share with your friends in Whatsapp and Facebook.

Odia Shayari Image

Odia Shayari image 2021

1.ଛୋଟବେଳେ କାହାଣୀ ଶୁଣି ଶାନ୍ତିରେ ସୋଇଯାଉଥିଲି?
କିନ୍ତୁ ଏବେ ନିଜ କାହାଣୀରେ କାନ୍ଦିକି ଶୋଉଛି🥰 |

2.ସମୟ ସହିତ ବଦଳି ଯାନ୍ତି ସେଇମାନେ
ଯେଉଁ ମାନଙ୍କୁ ମଣିଷ ତା ନିଜ ଠାରୁ ଅଧିକ ସମୟ ଓ ଗୁରୁତ୍ୱ ଦେଇଥାଏ 🥰 |

3.ହୃଦୟକୁ ଯିଏ ଭଲଲାଗିଥାଏ
ହୃଦୟ ତାକୁ ନିଜର କରିନିଏ🥰 |

dhoka odia shayari image

4.ସମ୍ପର୍କ ଗଢିବା ଆଗରୁ ସମ୍ପର୍କକୁ ହୃଦୟରୁ ଅନୁଭବ କରିବା ଉଚିତ |🥰 |

5.ଆମ ଜୀବନରେ କିଛି ଲୋକ ଏମିତି ଆସିଥାନ୍ତି
ଯେଉଁମାନେ କିଛି ମୁହୂର୍ତ୍ତ ର ଖୁସି ଦେଇ
ଜୀବନସାରା ପାଇଁ ଦୁଃଖ ଦେଇ ଯାନ୍ତି🥰 |

Odia Sad Sayari Image

1.ବହୁତ କମ୍ ଲୋକ ଆମ ସହ ସାରାଜୀବନ ରୁହନ୍ତି
ଜୀବନର ଆରମ୍ଭରୁ ନେଇ ଜୀବନର ଶେଷ ପର୍ଯ୍ୟନ୍ତ🥰 |

odia shayari image download

2.କାହାର ଖୁସି ପାଇଁ ନିଜ ଇଜ୍ଜତ କୁ ଉତ୍ସାର୍ଗ କରିବା ଉଚିତ ନୁହେଁ🥰 |

3.ତା ଆଶା କେବେ ଭାଙ୍ଗ ନାହିଁ
ଯାହାର ଶେଷ ଆଶା କେବଳ ତୁମେ🥰 |

4.ଜଣକୁ ପାଇବା ପାଇଁ ତୁମେ ଯେତେ ଚେଷ୍ଟା କଲେ ବି
ଯଦି ସେ ଜଣକ ତୁମକୁ ଚାଁହୁନଥିବ ତେବେ ବହୁତ କଷ୍ଟ ହୁଅ🥰 |

Odia Love Shayari Image

odia love shayari image

1.ହୃଦୟକୁ ଯିଏ ଭଲଲାଗିଥାଏ ହୃଦୟ ତାକୁ ନିଜର କରିନିଏ🥰 |

2.ଭଲପାଇବା ଗୋଟେ ଏମିତି ଜିନିଷ ଆମେ ନିଜକୁ ଭୁଲି ଯାଉ
ଅନ୍ୟ କାହାକୁ ପାଇବାକୁ ଯାଇ🥰 |

3.ଖରାପ ସମୟରେ ସାଥିରେ ରହିବା ପାଇଁ ,
ଭଲ ମଣିଷ ଟି ଭାଗ୍ୟରେ ଥିଲେ ମିଳେ🥰 |

Odia Shayari Photo

odia sad shayari image

1.ମୁହଁ ଉପରେ କାହାର କଟୁକଥା ଯେତିକି କଷ୍ଟ ଦିଏନି
ବେଶୀ କଷ୍ଟ ଦିଏ ଯିଏ ମିଠା ମିଠା କଥା କହି ଛଳନା କରୁଥାଏ🥰 |

1.Muhan Upare Kahara Katu Katha Jetiki Kasta Dieni
Besi Kasta Die Jie Mitha Mitha Katha Kahi Chalana karuthae🚶.

2.ସବୁ କିଛି ସହଜ ହୋଇଥାଏ ଏ ଦୁନିଆରେ ,
କିନ୍ତୁ ମଣିଷ ଚିନ୍ହିବା?‍ ଏତେ ସହଜ କଥା ନୁହେ |

2.Sabu Kichi Sahaja Hoithae a Duniyare
Kintu Manisha Chinhiba Ate Sahaja Katha Nuhe🧍‍♂️..

3.ଭାବନା ବିନା ହୁଏତ ଭଲପାଇବା ହେଇଯାଇ ପରେ
କିନ୍ତୁ ବିଶ୍ୱାସ ?‍ବିନା ଭଲପାଇବା ଅସମ୍ଭବ |

3.Bhabana Bina Huata Bhalapaiba Heijae Pare
Kintu Biswasa Bina Bhalapaiba Asambhba🧍‍♂️..

Also Read

If You still Find Some More Odia Shayari and Odia Quotes then Visit our Site For the Best Odia Shayari images for free.

Share on:

Leave a Comment

close