Top 10 Odia Anuchinta | Best Odia Sadhu Bani

Odia Anuchinta:-Hello friends. Welcome to Odiasayari. If you are searching in GoogleOdia Sadhu Bani“, “Odia Nitibani”, “Chanakya Niti Odia, then believe me you are browsing the right Post… Let’s Look at those Odia Anuchinta Image written below and Don’t forget to Share with your friends on Whatsapp and Facebook.

Ajira Anuchinta Odia

odia anuchinta 2021
Odia Ajira Anuchinta

1.ଜନ୍ମରୁ କେହି କାହାର ମିତ୍ର ବା ଶତ୍ରୁ ନୁହେଁ
ମଣିଷ ର ବ୍ୟବହାର ଦ୍ୱାରା ଶତ୍ରୁ ମିତ୍ର ସୃଷ୍ଟି ହୋଇଥାଏ |

2.ସୁଖ ଏବଂ ଦୁଃଖ ଜୀବନରେ ସମସ୍ତଙ୍କ ପାଖକୁ ଆସିଥାଏ
ଗର୍ବ କରନ୍ତୁ ନାହିଁ ଯେତେବଳେ ସୁଖ ଆପଣଙ୍କ ପାଖକୁ ଆସିଥାଏ
ଆଉ ଦୁଃଖ ସମୟରେ ଟିକେ ଅପେକ୍ଷା କରନ୍ତୁ
ସୁଖ ନିହାତି ଭାବରେ ଆସିବ

3.ଗୋଟିଏ ସୁନ୍ଦର ହୃଦୟ ହଜାରେ ସୁନ୍ଦର ଚେହେରା କୁ ପଛରେ ପକାଇ ଦେଇ ପାରେ
ତେଣୁ ଜୀବନରେ ଏମିତି ଲୋକଙ୍କୁ ବାଛନ୍ତୁ
ଯେଉଁ ମାନଙ୍କ ହୃଦୟ ଚେହେରା ଠାରୁ ସୁନ୍ଦର ହୋଇଥିବ

Odia Anuchinta Image Download

odia anuchinta Sadhu Bani image download
Odia Sadhu Bani

1.ଅଭିମାନ କାହାକୁ ଉପରକୁ ଉଠିବାକୁ ଦେଇନଥାଏ
ଏବଂ ସ୍ୱାଭିମାନ କାହାକୁ ତଳକୁ ପଡ଼ିବାକୁ ଦେଇନଥାଏ

2.ଅନ୍ଧ କୁ ଦୁନିଆ ଦେଖାଯାଏ ନାହିଁ
କାମାନ୍ଧ କୁ ବିବେକ ଦେଖାଯାଏ ନାହିଁ
ଅହଂକାରି କୁ ନିଜଠାରୁ ଶ୍ରେଷ୍ଠ ଦେଖାଯାଏ ନାହିଁ
ଏବଂ ସ୍ୱାର୍ଥପର କୁ ନିଜର କୌଣସି ଦୋଷ ଦେଖାଯାଏ ନାହିଁ

3.ମନରେ ଅହଂଭାବ ଜାଗ୍ରତ ହେଲେ ମନୁଷ୍ୟ ନିଜକୁ ମହାନ ବୋଲି ଭାବିଥାଏ
କିନ୍ତୁ ସମାଜରେ ସେ ସବୁଠାରୁ ନୀଚ ବା ଛୋଟ ବୋଲି ପରିଚିତ ହୋଇଥାଏ

Odia Nitibani

odia nitibani
Odia Nitibani

1.ଯାହା ସହଜରେ ମିଳିଥାଏ
ତାହା ସବୁଦିନ ରହିନଥାଏ
ଆଉ ଯାହା ସହଜରେ ମିଳିନଥାଏ
ତାହା ସବୁଦିନ ରହିଥାଏ

2.ସବୁ ଖୁସିକୁ ଖୁସି ଭାବନ୍ତୁ ନାହିଁ
ସବୁ ଦୁଃଖକୁ ଦୁଃଖ ଭାବନ୍ତୁ ନାହିଁ
ଯଦି ଏହି ଦୁନିଆରେ ବଞ୍ଚିବାକୁ ଅଛି
ତେବେ ନିଜକୁ କାହାଠାରୁ କମ୍ ଭାବନ୍ତୁ ନାହିଁ

3.ପ୍ରେମଠାରୁ ତ୍ୟାଗ ବଡ଼
ସୌନ୍ଦର୍ଯ୍ୟ ଠାରୁ ଚରିତ୍ର ବଡ଼
ମାନବିକତା ସମ୍ପତ୍ତିଠାରୁ ବଡ଼
ଅହଂକାରୀ ଠାରୁ ଏକ ଗରିବ ବଡ଼
ଶହେ ସ୍ୱାର୍ଥ ପର ଠାରୁ ଗୋଟିଏ ସ୍ନେହୀ ବନ୍ଧୁ ବଡ଼

Sadhu Bani Anuchinta Odia

sadhu bani anuchinta odia...
Sadhu bani Odia Anuchinta

1.ଯିଏ ଧର୍ଯ୍ୟର ସହିତ ଅପେକ୍ଷା କରିବା ଜାଣିଥାଏ,
ତା ପାଖକୁ ସବୁ ଜିନିଷ
କୌଣସି ନା କୌଣସି ପ୍ରକାରେ
ନିଶ୍ଚିତ ପହଂଚିଥାଏ |

2.ସମୟ କଟେଇବା ପାଇଁ ବନ୍ଧୁତା କରନ୍ତୁ ନାହିଁ
ବରଂ ବନ୍ଧୁଙ୍କ ସହିତ ସମୟ କଟେଇବା ପାଇଁ ସମୟ ବାହାର କରନ୍ତୁ |

3.ଶ୍ରାଦ୍ଧାରୁ ଜ୍ଞାନ ମିଳିଥାଏ ,
ନମ୍ରତାରୁ ମାନ ମିଳିଥାଏ
ଏବଂ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ
ଆଉ ଯେତେବେଳେ ଏହି ୩ଟି ଯାକ ମିଶିଯାଏ
ସେତେବେଳେ ମଣିଷକୁ ସମ୍ମାନ ମିଳିଥାଏ |

Odia Nitibani Anuchinta

odia nitibani anuchinta
Odia Nitibani

1.ସମ୍ପର୍କର ମୃତ୍ୟୁ ନାହିଁ
ମଣିଷର ଶୋଭାବ ବ୍ୟବହାର
ଏବଂ ଅହଂକାର ଏହାକୁ ମାରିଦିଏ |

2.ଗୁଣ ନଥିଲେ ରୂପ ବ୍ୟର୍ଥ
ବିନମ୍ରତା ନଥିଲେ ବିଦ୍ୟା ବ୍ୟର୍ଥ
ଉପଯୋଗ ନଥିଲେ ଧନ ବ୍ୟର୍ଥ
ପରଉପକାର ନକଲେ ଜୀବନ ବ୍ୟର୍ଥ |

3.ବ୍ୟବହାର ଜ୍ଞାନ ଏବଂ ପଇସା ଠାରୁ ବଡ଼ ହୋଇଥାଏ
କାରଣ ଯେବେ ଜ୍ଞାନ ଓ ପଇସା ବିଫଳ ହୋଇଯାଏ
ସେତେବେଳେ ଉତ୍ତମ ବ୍ୟବହାର ଦ୍ୱାରା ସ୍ଥିତିକୁ ସମ୍ଭାଳି ହୁଏ |

Also Read

If You still Find Some More Odia Shayari and Odia Quotes then Visit our Site For the Best Odia Shayari images for free.

Share on:

Leave a Comment

close