Top 15 Chanakya Niti Odia | Odia Nitibani

Chanakya Niti Odia:-Hello friends. Welcome to Odiasayari. If you are searching in GoogleOdia Nitibani“, “Odia Sadhubani”, “Odia Niti Shiksha”, “Odia Anuchinta“,then believe me you are browsing the right Post… Let’s Look at those Odia nitibani Images written below.

Chanakya Niti Odia 2021

Chanakya Niti Odia 2021
odia chanakya niti

1.ଯିଏ ଧର୍ଯ୍ୟବାନ ନୁହେଁ
ନା ତାର କୌଣସି ବର୍ତ୍ତମାନ ଅଛି ନା ଭବିଷ୍ୟତ |

2.ସବୁବେଳେ ଲୁଣ ଭଳି ହେବାକୁ ଚେଷ୍ଟା କର
ଯେପରି କେହିବି ତୁମର ଉପସ୍ଥିତି ଜାଣିପାରିବ ନାହିଁ
କିନ୍ତୁ ତୁମର ଅନୁପସ୍ଥିତି ସବୁ କାର୍ଯ୍ୟ ରେ ଅନୁଭବ କରିବ |

3.ଯଦି ତୁମ ଜିତିବାରେ ତୁମ ଶତ୍ରୁର ଲାଭ ହେଉଛି
ତ ତେବେ ତୁମେ ହାରିଯିବା ଭଲ |

Chanakya Niti Odia Image

chanakya niti odia image
Chanakya Nitibani Odia Image

1.କାହାକୁ କ୍ଷୁଦ୍ର ମନେକରିବା ଉଚିତ ନୁହେଁ
କାହିଁକିନା ଏକ କ୍ଷୁଦ୍ର ଛିଦ୍ର ପୁରା ଜାହାଜକୁ ବୁଡ଼େଇ ଦିଏ |

2.ଶୁଖିଲା ଗଛରେ ରେ ଯେତେବେଳେ ନିଆଁ ଲାଗେ ସମଗ୍ର ଜଙ୍ଗଲ କୁ ଜାଳିଦିଏ
ଠିକ ସେମିତି ଗୋଟିଏ ପରିବାର ରେ ଜନ୍ମ ହୋଇଥିବା ଗୋଟିଏ ଖରାପ ପୁତ୍ର ମଧ୍ୟ |

3.କିଏ ଜାଣିଲା କାଲି କଣ ହେବ
ସବୁବେଳେ ବର୍ତ୍ତମାନ ରେ ଖୁସି ରୁହ |

Chanakya Odia Quotes

chanakya niti odia quotes
Chanakya Niti Odia Quotes

1.ଯେଉଁ ବ୍ୟକ୍ତି ଶରୀରରେ ଦୁର୍ବଳ
କିନ୍ତୁ ମନର ଶକ୍ତିରେ ଶକ୍ତିଶାଳୀ ଥାଏ
ତାକୁ ଦୁନିଆର କୌଣସି ଶକ୍ତି ହରେଇ ପାରିବନି |

2.ମନର ଶାନ୍ତି ପାଇଁ ପ୍ରତିକ୍ଷଣ ପ୍ରଚେଷ୍ଟା କର |

3.ଯେମିତି କ୍ଷୀର ସହିତ ଜଳ ମିଶି କ୍ଷୀର ହୋଇଯାଏ
ଠିକ ସେମିତି ବୁଦ୍ଧିମାନ ଲୋକ ସହ ମିଶି
ମୂର୍ଖ ମଧ୍ୟ ବୁଦ୍ଧିମାନ ହୋଇଯାଏ |

Odia Nitibani

chanakya niti odia love
Odia Nitibani Chanakya

1.ସବୁଠାରୁ ବଡ ଗୁରୁମନ୍ତ୍ର ହେଲା
ଆପଣ ନିଜର ରାଜ କାହାକୁ କୁହନ୍ତୁ ନାହିଁ
ନଚେତ୍ ୟେ ଆପଣଙ୍କ ପାଇଁ ବର୍ବାଦି ର କାରଣ ହୋଇପାରେ |

2.ଜୀବନରେ ଯଦି ଆଗକୁ ବଢିବ ତାହାଲେ କାଲାପରି ରୁହ
କାରଣ ଅଧିକାଂଶ ଲୋକ ଙ୍କ କଥା ମନବଳ ଭାଙ୍ଗିଥାଏ |

3.ସାଙ୍ଗରେ ରହିକି ଯିଏ ଛଳ କରେ ତାଠାରୁ ବଡ଼ ଶତ୍ରୁ କେହି ନାହିଁ
ମୁହଁ ଆଗରେ ଯିଏ ତୁମର ଖରାପ ଗୁଣ କୁହେ ତା ଠାରୁ ବଳି କେହି ମିତ୍ର ନାହିଁ |

Odia Niti Shiksha

nitibani chanakya niti odia
Odia Sadhu Bani

1.ମନୁଷ୍ୟ ନିଜେ ହିଁ
ନିଜ କର୍ମ ଦ୍ୱାରା ଦୁଃଖକୁ ଡାକିଆଣିଥାଏ |

2.ବାରମ୍ବାର ଆଖିରୁ ଲୁହ ପୋଛିବା ଅପେକ୍ଷା ତାକୁ ସଫା କରିଦିଅ
ଯାହା କାରଣ ରୁ ତୁମ ଜୀବନରେ ଲୁହ ଆସୁଛି |

3.ଯେତେ ବଡ ଆଘାତ ହେଲେ ବି
ସମୟ ସ୍ରୋତରେ ସବୁ ପୁରଣ ହୋଇଯାଏ |

Also Read

If You still Find Some More Odia Shayari and Odia Quotes then Visit our Site For the Best Odia Shayari images for free.

Share on:

Leave a Comment

close