Top 15 Shayari Photo Odia | Best Odia Sad Shayari Photo

()

Shayari Photo Odia:-Hello friends. Welcome to Odiasayari. If you are searching in GoogleOdia love sayari photo”, “Odia dhoka sayari photo”, “Sayari odia photo”, “Odia sad sayari photo“, then believe me you are browsing the right Post… Let’s Look at those Sayari Photo Odia Images/Photos written below and Don’t forget to share with your friends on Whatsapp and Facebook.

Shayari Photo Odia

Shayari Photo Odia
Sayari Photo Odia

1.Samparkara Dora Jaddi Kounasi Karanaru Thare Chhijijae
Se Doraku Jete Jodibaku Madhya
Se Samparkare Purba Bhali Majabut Hoithae

2.Kebe Hele Samparka Badale Nahi
Sei Samparka Thiba Manishata Badalijae

3.Nijara Manara manishaku khali samaya deba jetiki jaruri nuha
Taku hrudayaru bujhiba setiki jaruri..

Shayari Photo Odia Download

Shayari Photo Odia Download
sayari odia photo

Prasna Jetebele ijjata o sanmana upare uthae
kahara ghara heu ba hrudaya
sehitharu sehikhya sehikhyani durei jiba uchit

2.ସେହି ମଣିଷ ଟିକୁ ଭୁଲିବା ବହୁତ କଷ୍ଟ ହୋଇଥାଏ
ଯାହାକୁ ନେଇ ଭବିଷ୍ୟତର ସ୍ୱପ୍ନ ଦେଖାହୁଏ
ହେଲେ ଭାଗ୍ୟ ତାକୁ ଆମ ଠାରୁ ଛଡେଇ ନିଏ🙍‍♂️|

Sehi Manish Tiku Bhul

3.ଭଲପାଇବା ଗୋଟେ ଏମିତି ସମ୍ପର୍କ ହୋଇଥାଏ
ଯାହା ଦୁଇଟି ଅଜଣା ମଣିଷଙ୍କୁ ଏକାଠି କରିଥାଏ🙍‍♂️|

Odia Dhoka Shayari Photo

Odia Dhoka Shayari Photo
sad sayari odia photo

1.ଛୋଟ ପିଲା କୁ ଯେଉଁ ଖେଳନା ଭଲଲାଗେ ସେଇଟା ପାଇଁ ସେ ଜିଦ୍ଦି କରେ
କିନ୍ତୁ ହୃଦୟ କୁ ଯିଏ ଭଲଲାଗେ ତା ପାଇଁ ଜିଦ୍ଦି କରିପାରେନି ସତ|
କିନ୍ତୁ ତାକୁ ସବୁଦିନ ପାଇଁ ସାଇତି ରଖେ🙍‍♂️|

2.ଯେଉଁ ଆଦତ କେବେ ଛାଡିବନି
ସେ ଆଦତ ହେଉଛ ତୁମେ 🙍‍♂️|

3.ହାତ ଧରିବା ପାଇଁ ତ ବହୁତ ଲୋକ ଅଛନ୍ତି
କିନ୍ତୁ ଅଧା ରାସ୍ତାରେ ହାତ ନ ଛାଡିବା ଲୋକଟିଏ ଦରକାର🙍‍♂️|

Odia Sad Shayari Photo

Odia Sad Shayari Photo
odia sad sayari photo

1.ମତେ ହରେଇବାକୁ ନେଇ ଯାହାର ଡର ନ ଥିଲା
ମୋର ଫେରିବାକୁ ନେଇ ତାର କଣ ଚିନ୍ତା ଥିବ🚶‍♂️|

2.ଯେଉଁ ଲୋକ ଲୁହର ମୂଲ୍ୟ ବୁଝିଛି
ସେ କେବେ ଆଉ କାହା ଆଖିରେ ଲୁହ ଦେଇପାରିବନି🚶‍♂️|

3.ନିଜର ଲୁହକୁ କେବେ କାହାକୁ ପୋଛିବାକୁ ଦିଅ ନାହିଁ
ନାଇତ ସମୟ ଆସିଲେ ସେ ବି ପୋଛିଥିବା ଲୁହର ମୂଲ୍ୟ ମାଗିବସିବ🚶‍♂️|

Love Shayari Odia Photo

Love Shayari Odia Photo
love sayari odia photo

1.ଭଲପାଇବା ବଦଳରେ ଭଲପାଇବା ନ ମିଳିଲେ ଯେତିକି କଷ୍ଟ ହୁଏ
କାହାକୁ ନେଇ ସ୍ୱପ୍ନ ଦେଖିବା ସମୟ ରେ ସେ ସ୍ୱପ୍ନ ପୁରା ନ ହୋଇ ଭାଙ୍ଗିଗଲେ
ତା ଠାରୁ ଅଧିକ କଷ୍ଟ ହୁଏ 🚶‍♂️|

2.ଆମ ଜୀବନରେ ପ୍ରତିଟି ଦୁଃଖ କଷ୍ଟ ଆମକୁ ଏକ ଶିକ୍ଷା ଦେଇଥାଏ
ଆଉ ସେଇ ଶିକ୍ଷା ଆମ ଜୀବନ ବଦଳେଇ ଦିଏ🚶‍♂️|

3.କିଛି ପ୍ରଶ୍ନର ଉତ୍ତର ଜାନି ସୁଧା
ଦେଇହୁଏ ନାହିଁ 🚶‍♂️|

Also Read

If You still Find Some More Odia Shayari and Odia Quotes then Visit our Site For the Best Odia Shayari images for free.

ଆମ ପୋଷ୍ଟଟି ଆପଣଙ୍କୁ କେମିତି ଲାଗିଲା ?

ଷ୍ଟାରରେ କ୍ଲିକ କରି Rate କରନ୍ତୁ

Average rating / 5. Vote count:

No votes so far! Be the first to rate this post.

See also  Odia shayari Love-Mor Kichi Darkar Nahin
Share on:

Leave a Comment

close