Top 10 Birthday Wishes In Odia | Best Happy Birthday Wishes In Odia

Birthday Wishes In Odia :-Hello friends. Welcome to Odiasayari. If you are searching in GoogleHappy Birthday Wishes in Odia Language“, “Odia Birthday Wishes”, “Odia Janmadina”,then believe me you are browsing the right Post… Let’s Look at those Odia Birthday Wishes Images/Photos written below and Don’t forgot to Share with your friends in Whatsapp and Facebook.

Birthday Wishes In Odia

Birthday Wishes In Odia
Birthday Wish In Odia

1.ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଭଗବାନ କରନ୍ତୁ ତୁମ ଚଲାପଥ ହସ ଖୁସିରେ ଭରିଉଠୁ
??ଜନ୍ମଦିନର ହାର୍ଦ୍ଧିକ ଅଭିନନ୍ଦନ??

2.ଫୁଲପରି ମହକି ଉଠୁ ଜୀବନ ତୁମର
ଚଳପଥରେ ଖୁସି ଭରିଯାଉ ତୁମର
ଏତିକି ଆଶ୍ରିବାଦ ଥାଉ ତୁମରି ଉପରେ
??ଜନ୍ମଦିନର ହାର୍ଦ୍ଧିକ ଅଭିନନ୍ଦନ??

3.ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଭଗବାନ କରନ୍ତୁ ତୁମର ଚଲାପଥ କୁସୁମିତ ହେଉ
??Wish You Many Many Happy Retuns Of The Day??

happy birthday wishes in odia
birthday wish for friend in odia

1.ତୁମପରି ବନ୍ଧୁ
ଭଗବାନଙ୍କର ଏକ ଅମୁଲ୍ୟ ଉପହାର
??ଜନ୍ମଦିନରେ ଅଭିନନ୍ଦନ??

2.ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଭଗବାନ କରନ୍ତୁ ତୁମର ଚଲାପଥ କୁସୁମିତ ହେଉ
??Happy Birthday??

3.ଦୁନିଆର ସବୁ ଖୁସି ତୁମକୁ ମିଳିଯାଉ
ଭଗବାନଙ୍କ ଆଶିଷ ଆଉ ପ୍ରେମ ତୁମ ଉପରେ ଥାଉ
??ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା??

best wishes for birthday in odia
best wish for birthday in odia

1.ସବୁବେଳ ତୁମ ଓଠରେ ହସଟିଏ ଥାଉ
ତୁମ ଜୀବନରେ ସବୁବେଳେ ହସର ଲହରୀ ଖେଳିଯାଉ
??ଜନ୍ମ ଦିନର ଅନେକ ଶୁଭେଚ୍ଛା??

2.ତୁମ ଓଠରେ ସବୁବେଳେ ଖୁସି ରହିଥାଉ
ତୁମ ଜନ୍ମ ଦିନରେ ତୁମର ସମ୍ମାନ ଆହୁରି ବଢିଯାଉ
???ଜନ୍ମ ଦିନର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ??

3.ଏମିତିରେ ତ ତୁମେ ମୋର ସବୁ ପର୍ଥନାରେ ଅଛ
କିନ୍ତୁ ଆଜିର ତୁମ ଜନ୍ମଦିନରେ ଏତିକି ପର୍ଥନା
କରୁଛି ତୁମ ଜୀବନରେ ସୁଖ ଭରିଯାଉ

birthday wishes in odia language
birthday wish in odia language

1.ସବୁ ଇଚ୍ଛା ତୁମ ପୂରଣ ହେଇଯାଉ
ତୁମ ଜୀବନରେ ଦୁନିଆର ସବୁଖୁସି ଭରିଯାଉ
??ଜନ୍ମ ଦିନର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ??

2.ସବୁବର୍ଷ ତୁମ ଜନ୍ମଦିନ ଧୁମ ଧାମ ରେ ହେଉ
ମୋ ଭାଗ୍ୟରେ ଥିବା ଖୁସି ତୁମ ଭାଗ୍ୟରେ ଲେଖିହେଇଯାଉ
??Happy Birthday??

Also Read

If You still Find Some More Odia Shayari and Odia Quotes then Visit our Site For the Best Odia Shayari images for free.

Share on:

Leave a Comment

close