Top 15 Sad Shayari Odia | Best Odia Dukha Shayari

Sad Shayari Odia :-Hello friends. Welcome to Odiasayari. If you are searching in GoogleOdia Dukha Shayari“, Odia Dhoka Shayari“,”Odia Sad Quotes“, then believe me you are browsing the right Post… Let’s Look at those Odia Sad Image Photo written below and Don’t forget to Share with your friends on Whatsapp and Facebook.

Sad Shayari Odia

Sad Shayari Odia
Sad Sayari Odia

1.ଓଠ ?ତ ସମସ୍ତଙ୍କ ପାଇଁ ହସିପାରେ?
ହେଲେ ଆଖି ?ସମସ୍ତଙ୍କ ପାଇଁ କାନ୍ଦିପାରେନା?
ଆଖି କେବଳ ତା ପାଇଁ କାନ୍ଦେ?,
ଯାହାକୁ ଆମେ ?ଆମ ନିଜଠାରୁ ଅଧିକ ଭଲପାଇଥାଉ?|

2.ତତେ ପାଇବା ?ଯେତିକି ସହଜ ନୁହେଁ ,
ତୋ ବିନା ବଞ୍ଚିବା ବି ସେତିକି ସହଜ ନୁହେଁ?|

3.ସମ୍ପର୍କରେ? ମିଛ କହିବାକୁ ପଡିଲେ
ଜାଣିବ ସେ ସମ୍ପର୍କ ବେଶି ଦିନ ତିଷ୍ଠିବନି?|

odia sad shayari
odia sad sayari

4.ତୁମେ ମୋ ?‍❤️‍?ଜୀବନର ଏମିତି ଏକ କମି?
ଯାହାର ଆଭାସ ମୋତେ ଶେଷ ନିଶ୍ୱାସ ଯାଏ ରହିଥିବ?|

5.ଜୀବନରେ ବେଳେବେଳେ ଆମକୁ?‍❤️‍? ଏମିତି କଷ୍ଟ ମିଳିଥାଏ
ଯେ ଯାହାକୁ ନା କାହାକୁ କହିହୁଏ ନା ସହି ହୁଏ?|

Love Sad Shayari Odia

1.ଯେବେ ଭରଷା ଭାଙ୍ଗିଯାଏ?
ତୁମକୁ ଭରଷା ?କରିଥିବା ଲୋକଟି ବହୁତ କଷ୍ଟ ପାଇଥାଏ?|

Love Sad Shayari Odia
Love Sad Sayari Odia

2.Phone ରେ?‍? Network ନଥିଲେ Phone ଖେଳନା ?‍?ଲାଗିଥାଏ,
ଠିକ ସେମିତି ସମ୍ପର୍କରେ ?ବିଶ୍ୱାସ ନ ଥିଲେ ସମ୍ପର୍କ ଛଳନା ଲାଗିଥାଏ?|

3.ଏ ହୃଦୟ ତୁମକୁ ଛାଡିବାକୁ ଚାଁହୁନି କି ଆଉ କାହାକୁ ଦେବାପାଇଁ ଚାହୁଁନି

4.ଗୋଟେ ଥର ହୃଦୟ ?ରୁ ବାହାର କରିଦେଲା ପରେ??‍?‍??
କିଏ କୁଆଡେ ଗଲା କିଛି ଫରକ ପଡ଼େନି?|

Odia Sad Shayari Photo

Odia Sad Shayari Photo
Odia Sad Sayari Photo

1.ଆଜିକାଲି ପ୍ରେମ? କରିବା ଗୋଟେ ପ୍ରକାରର ଖଳ ହୋଇଗଲାଣି
ଯାହା ଲୋକଙ୍କ ହୃଦୟ ସହିତ? Online ରେ ଖେଳାଯାଉଛି?‍?

2.ପ୍ରେମ ବି ?ଗୋଟେ ଅଜବ,
ହୃଦୟକୁ କଷ୍ଟ ହେଉଛି?
ଆଉ ହୃଦୟକୁ? କଷ୍ଟ ଦେଲାଵାଲା ବି ହୃଦୟରେ? ଅଛି

3.ଓଠରେ? ହସ ତ ଅଜଣା ଲୋକ ଦେଇଥାନ୍ତି
କିନ୍ତୁ ଆଖିରେ ଲୁହ ତ ନିଜର ଲୋକ ଦେଇଥାନ୍ତି?‍♂️|

Odia Sad Shayari Image
Odia Sad Sayari Image

4.ତୁମକୁ ସମ୍ମାନ ଦେଉଥିବା ମଣିଷ?‍♂️?‍♂️
ଆଉ ତୁମକୁ ହୃଦୟ? ରେ ରଖୁଥିବା ମଣିଷର ହୃଦୟକୁ??
କେବେ କଷ୍ଟ ଦିଅନାହିଁ?|

5.ସମ୍ପର୍କକୁ ଝଗଡା? କେବେ ଦୁର୍ବଳ କରେନାହିଁ?,
ଛୋଟ ଛୋଟ ଭୁଲ୍ ବୁଝାମଣା?ରେ ସମ୍ପର୍କ ଦୁର୍ବଳ ହୋଇଯାଏ?|

Also Read

If You still Find Some More Odia Shayari and Odia Quotes then Visit our Site For the Best Odia Shayari images for free.

Share on:

Leave a Comment

close