Top 10 Photo Shayari Odia | Best Odia Love Shayari Photo

Photo Shayari Odia:-Hello friends. Welcome to Odiasayari. If you are searching in GoogleOdia Sayari Photo”, “Odia Love Sayari Photo”, “Odia Dhoka Sayari Photo”, Odia sad sayari photo“, then believe me you are browsing the right Post… Let’s Look at those Odia ShayariImages/Photos written below and Don’t forget to share with your friends on Whatsapp and Facebook.

Photo Shayari Odia

photo shayari odia
Odia Sayari Photo

1.କିଛି କଥା ବୁଝେଇଲା ପରେ ନୁହେଁ
ବରଂ ନିଜ ଉପରେ ବିତିଲା ପରେ ଜଣାପଡ଼ିଥାଏ |

2.ମୁଁ ଜଣେ ତୁମେ ମୋ ଭାଗ୍ୟରେ ନାହଁ
ହେଲେ ତୁମ ଜାଗା ମୋ ହୃଦୟରେ ଆଉ କେହି ନେଇପାରିବେନି |

3.ମଣିଷ ର କାନ୍ଦିବା ତ ଜନ୍ମ ହେବାବେଳୁ ଆରମ୍ଭ ହୋଇଯାଇଥାଏ
ଜୀବନ ବିଷୟରେ ଆଉ କଁ କୁହାଯିବ |

Odia Shayari Photo

Photo Shayari Odia
sayari photo odia

1.ମୁଁ ତା ମୁହଁରେ ହସ ଦେଖିବା ପାଇଁ ବହୁତ କିଛି କରିଥିଲି
ଆଉ ସେ ଆଉ କାହା ମୁହଁରେ ହସ ଦେଖିବା ପାଇଁ
ମୋ ଆଖିରେ ଲୁହ ଦେଇଗଲା |

2.ତୁମେ ନିଜର ଭାବୁଥିବ ମଣିଷ କୁ Care କରିବା ଛାଡିଦିଅ
ସେ ତୁମକୁ କଷ୍ଟ ଦେବା ଛାଡିଦିଅ |

3.”ମିଛ “ବହୁତ ସହଜ ଓ ସୁନ୍ଦର
କିନ୍ତୁ ସେଥିରୁ ମିଳିଥିବା ଖୁସି ମୂଲ୍ୟହୀନ “ସତ” ବହୁତ କଠୋର ଓ ନିଷ୍ଠୁର
କିନ୍ତୁ ମସେଥୀରୁ ମିଳିଥିବା ଖୁସି ଓ ଆତ୍ମତୃପ୍ତି ବହୁତ ମୂଲ୍ୟବାନ |

Odia Dhoka Shayari Photo

photo shayari odia
sayari odia photo

1.ବହୁତ କିଛି ଅଧୁରା ରହିଗଲା
ତୁମେ ବି ,ମୁଁ ବି ଆଉ ଆମ ଭଲପାଇବା ବି |

2.ତୁମଠୁ ଅଲଗା ହୋଇ
ଗୋଟିଏ ମୁହୂର୍ତ୍ତ ବି ଜିଇଁବା କଥା ଭାବିନି |

3.ସେହି ଝିଅଟି ବହୁତ ଭାଗ୍ୟବାନ ହୋଇଥାଏ
ଯାହାକୁ ପାଇବା ପାଇଁ ପୁଅଟିଏ କାନ୍ଦି କାନ୍ଦି ଭଗବାନଙ୍କ ଆଗେ ହାତ ପତାଏ |

Also Read

If You still Find Some More Odia Shayari and Odia Quotes then Visit our Site For the Best Odia Shayari images for free.

Share on:

Leave a Comment

close