Best 100+ Motivational Odia Quotes 2025 | Odia Nitibani

()

Odia Motivational Shayari Image:-Hello friends. Welcome to odiasayari.com. If you are searching Google “Odia Motivational Quotes “, “ Motivational Quotes in Odia”, “Odia Motivational Quotes Image”, “Odia quotes photo, “Odia Anuchinta“, and “Odia Motivational Photo”, then believe me you are browsing the right Post… Let’s Look at those Odia Quotes Images written below…

Motivational Odia Quotes 2025

Odia Motivational Quotes Photo
Odia Motivational Quotes Photo

1.ଯଦି କିଛି ଶିଖିବାରେ ଅଛି ତ ନିଜ ଅତୀତରୁ ଶିଖ।

2.ଜୀବନରେ ଯଦି ଆପଣଙ୍କୁ ଆପଣ କରିଥିବା କାଯ୍ୟର ଶ୍ରେୟଃ ନମିଳେ ତେବେ ଚିନ୍ତା କରନ୍ତୁ ନାହିଁ
କାରଣ ଆପଣ ସେହି ଦୁନିଆ ରହୁଛନ୍ତି ଯେଉଁଠି ଜଳେ ତ ତେଲ ଆଉ ସଳିତା କିନ୍ତୁ ଲୋକେ କୁହନ୍ତି ଯେ ଦୀପ ଜଳୁଛି।

3.ଯାହାର ବିଚାର ରେ ସ୍ୱାଭିମାନର ମହକ ରହିଛି ଯାହାର ଉଦ୍ଦେଶ୍ୟରେ ବିଶ୍ୱାସର ମାଧୁଯ୍ୟତା ରହିଛି
ଏବଂ ଯାହାର ବିବେକରେ ସତ୍ୟତା ସ୍ୱାଦ ରହିଛି ତାହାର ସମ୍ପୂର୍ଣ୍ଣ ଜୀବନ ମହାକୁଥିବା ଗୋଲାପ ପରି ହୋଇଥାଏ।

4.ଅନେକ ପରିସ୍ଥିତିରେ ହାରିବା ପରେ ହିଁ ସଫଳତା ରାସ୍ତାର ସନ୍ଧାନ ମିଳିଥାଏ।
ଏଣୁ ହାରିଗଲେ ନିରାଶ ନ ହୋଇ ମନୋବଳ ଦୃଢ଼ ରଖି କାମ କରିବା ଉଚିତ।

5.ଯେଉଁ ରାସ୍ତାରେ ଆପଣ ଏକୁଟିଆ ରହିଯାଉଛନ୍ତି- ତେବେ ବୁଝି ନିଅନ୍ତୁ ଆପଣ ସଠିକ ରାସ୍ତାରେ ଚାଲୁଛନ୍ତି।
କାହିଁକିନା ସତ୍ୟତାର ରାସ୍ତାରେ କେହି ସାଥିରେ ନଥାନ୍ତି ।

Odia Motivational Quotes Image
Odia Motivational Quotes Image

6.ନିଜ ଜ୍ଞାନ ରୁ ଶବ୍ଦର ଅର୍ଥ ଆଉ ଅନୁଭବରୁ ଅର୍ଥ ।

7.ତୁମର ଭଲସମୟ ଚାଲିଥିବା ବେଳେ ଅଚିନ୍ହା ଲୋକ ମଧ୍ୟ ନିଜର ଭଳି ବ୍ୟବହାର କରନ୍ତି
କିନ୍ତୁ ତୁମର ଖରାପ ସମୟରେ ବେଳେବେଳେ ଚିନ୍ହା ଲୋକ ବି ଅଚିନ୍ହା ଭଳି ବ୍ୟବହାର କରନ୍ତି।

8.ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି।
କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ।।

9.ପ୍ରତେକ ଛୋଟ ପରିବର୍ତ୍ତନ ବଡ ସଫଳତାର କାରଣ ହୋଇଥାଏ ।

10.ନିଜ ଲକ୍ଷ୍ୟ ପ୍ରତି ତତ୍ପର ହୁଅ ,ବିଶ୍ୱାସ ରଖ ,ପରିଶ୍ରମ ର ଫଳ ସଫଳତା ହୋଇଥାଏ ।

Motivational Quotes In Odia
Motivational Quotes In Odia

11.luck ର ଜଣାନାହିଁ କିନ୍ତୁ ଗୋଟେ chance ମିଳେ ପରିଶ୍ରମ କରିବା ଲୋକକୁ ।

12.ଶିକ୍ଷା ଯଦି ନିଜର ବ୍ୟବହାର ରେ ଦେଖାଯାଉନି ତ ଡିଗ୍ରୀ ଗୋଟେ କାଗଜ ର ଟୁକୁଡା ପରି ।

13.ଦୁନିଆ କେବେ ଚୁପ ରୁହେ କି ଯାହା କହୁଛି ତାକୁ କହିବାକୁ ଦିଅ ।

14.ଦୁନିଆରେ ସେ ହିଁ ଏକା ରହିଯାଏ ଯିଏ ଜୀବନରେ ଠିକ ଫଇସଲା ନିଏ ।

15.ଅନ୍ଧାରକୁ ଡ଼ରନି କାହିଁକିନା ତାର ସବୁବେଳେଲେ ଅନ୍ଧାରରେ ଚାମକେ ।

Motivational Odia Quotes
Motivational Odia Quotes

15.ଏମିତି ଏକ ଲଖ୍ୟ ନିର୍ଧାରିତ କର କି ଯିଏ ତୁମକୁ ସକାଳୁ ବିଛଣା ରୁ ଉଠିବାକୁ ବାଧ୍ୟ କରିବ ।

16.କାହା ପାଦତଳେ ପଡି ପ୍ରତିଷ୍ଠା ପାଇବା ଅପେକ୍ଷା ନିଜ ଗୋଡ଼ରେ ଠିଆ ହୋଇ କିଛି କରିଦେଖାଅ ।

17.ଭିଡରେ ସାମିଲ ନ ହୋଇ ଭିଡ ର କାରଣ ବନ ।

18.ନିଦ ଭାଙ୍ଗିଯିବ ସେତେବେଳେ ଯେତେବେଳେ ସ୍ୱପ୍ନ ବଡ ହବ ।

Odia Motivational Quotes
Odia Motivational Quotes

19.ପ୍ରତେକ ଛୋଟ ପରିବର୍ତ୍ତନ ବଡ ସଫଳତାର କାରଣ ହୋଇଥାଏ ।

20.ସମୟ ସହ ଯିଏ ଚାଲେ ପୁରା ଦୁନିଆଁ ତା ପଛରେ ଚାଲେ

21.ସବୁ ସଫଳତା ପଛରେ ବଡ ପରିଶ୍ରମ ଲୁଚି ରହିଥାଏ ।

22.ସବୁ ଜିନିଷ ଆପେ ଆପେ ହୁଅନି ତାକୁ କରିବାକୁ ପଡେ ।

23.ଉତ୍ସହଠାରୁ ବଳି ଅନ୍ୟ କୌଣସି ବଳ ନାହିଁ।
ଉତ୍ସାହ ହିଁ ସର୍ବଦା ସବୁପ୍ରକାର କର୍ମ କରିବାରେ ପ୍ରବୃତ୍ତ କରିଥାଏ।
ଜୀବ ଯେଉଁସବୁ କର୍ମ କରେ ସେମାନଙ୍କୁ ଉତ୍ସାହ ହିଁ ସଫଳତା ଦେଇଥାଏ।

24.ଜୀବନର ପ୍ରକୃତ ଆନନ୍ଦ ନେବା ନିମନ୍ତେ
ଅନ୍ୟମାନଙ୍କର ଉପରେ ନିର୍ଭର ନ କରି
ବରଂ ନିଜ ରାସ୍ତାରେ ଆଗେଇ ଚାଲ। କାରଣ
ସମୟ ଯେ କେତେବେଳେ ପୂର୍ଣ୍ଣଛେଦ ପକାଇବ,
ତାହା କେହି ଜାଣନ୍ତି ନାହିଁ।

25.ଶାରୀରିକ ପରିଶ୍ରମରେ ସଫଳତା
ମିଳି ନ ଥାଏ, ବରଂ ଏଥିପାଇଁ
ସଚ୍ଚୋଟତା ଓ ନିଷ୍ଠାର ମୁଖ୍ୟ
ଆବଶ୍ୟକତା ରହିଛି।

26.ଜଣେ ବୀଜ୍ଞ ପିତା ନିଜ ପିଲାର ପ୍ରତେକ
ଗତିବିଧିକୁ ଠିକ ଭାବେ ଠଉରାଇ
ପାରିଥାଏ। ଅବଶ୍ୟ ଅନେକ ସମୟରେ
କିଛି ନ ଜାଣିବାର ଛଳନା ମଧ୍ୟ କରିଥାନ୍ତି।

27.ସଫଳ ଲୋକର କାହାଣୀ ସେମିତି ବାସ ଲେଖିବାର ତରିକା ଅଲଗା ଅଲଗା ହେଇଥାଏ ।

28.ଅସଫଳତା ଉପରେ ଯଦି ସଫଳତା ର ରଙ୍ଗ ଲାଗିଯାଏ ତ ସେ ସଫଳତାରେ ବଦଳି ଯାଏ ।

29.କିଛି ଏମିତି କର କି ଯୋଉଠି ସମୟ ଆଉ ପରିସ୍ଥିତି କୁ ତୁମ ସାମ୍ନା ରେ ନାଇବାକୁ ପଡିବ।

30.ସଫଳ ସେହି ହୋଇଥାଏ ଯିଏ ନିଜ ସହିତ ସାଲିସ କରିନି ।

Also Read

If You still Find Some More Odia Shayari and Odia Quotes then Visit our Site For the Best Odia Shayari images for free.

ଆମ ପୋଷ୍ଟଟି ଆପଣଙ୍କୁ କେମିତି ଲାଗିଲା ?

ଷ୍ଟାରରେ କ୍ଲିକ କରି Rate କରନ୍ତୁ

Average rating / 5. Vote count:

No votes so far! Be the first to rate this post.